ଧୁନି ଜାଳିବା
ଦେଖଣା
ଧୁନି ଜାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୁନି ଜାଳିବା
|
ଧୁନି ଜଳା(ଳେ)ଇବା, ଧୁନି ଲଗା(ଗେ) ଇବା, ଧୁନି ଜାଗିବା, ଧୁନି ଦେବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବୌଷ୍ଣବମାନେ) ନିଆଁ ଜାଳିବା — ୧. To kindle a sacrificial fire.
- ୨. ଶୀତଦିନେ ନିଆଁ ପୋଇବା ପାଇଁ ନିଆଁ ଜାଳିବା — ୨. To kindle a fire to bask in it during cold.