ଧୁନ୍ଧୁ
ଦେଖଣା
ଧୁନ୍ଧୁ
ଉଚ୍ଚାରଣ
[ସମ୍ପାଦନା](ଧୁଧୁ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ମଧୁ ଦୈତ୍ୟର ପୁତ୍ର; ଏକ ରାକ୍ଷସର ନାମ — Name of a demon.
[ଦ୍ରଷ୍ଟବ୍ୟ —ହରିବଂଶରେ ଲେଖା ଅଛି ଯେ ସଂସାରକୁ ନଷ୍ଟ କରିବା କାମନାରେ ଧୁନ୍ଧୁ ମରୁଭୁମି ନିମ୍ନରେ ବାଲିରେ ଲୁଚି ତପସ୍ୟା କଲା ତାହାର ନିଶ୍ୱାସରେ ଭୂମି କମ୍ପୁଥାଏ ଓ ପର୍ବତମାନ ହଲି ଯାଉଥାଏ ମହାରାଜା ବୃହଦଶ୍ୱ ନିଜ ପୁତ୍ର କୁବଳୟାଶ୍ୱଙ୍କ ରାଜ୍ୟଭାର ଦେଇ ବାନପ୍ରସ୍ଥ କରିବା ସମୟରେ ଏ ଦୈତ୍ୟକୁ ମାରି ପକାଇବା ପାଇଁ ଉତଂକ ନାମକ ଜଣେ ଋଷି ବୃହଦଶ୍ୱଙ୍କୁ କହିଲେ; କିନ୍ତୁ ବୃହଦଶ୍ୱ ବାନପ୍ରସ୍ଥ ଅବଲମ୍ୱନ କରି— ଥିବାରୁ ସ୍ୱୟଂ ଅସ୍ତ୍ର ଧାରଣ କରିବେ ନାହିଁ ବୋଲି ସ୍ୱୀୟ ପୁତ୍ରଙ୍କୁ ଏ ରାକ୍ଷସକୁ ମାରିବା ପାଇଁ ଆଦେଶ ଦେଲେ କୁବଳୟାଶ୍ୱ ନିଜର ଶହେ ପୁତ୍ରଙ୍କୁ ଘେନି ଏହା ସଙ୍ଗେ ଯୁଦ୍ଧ କଲେ ପୁତ୍ରମାନଙ୍କ ମଧ୍ୟରୁ ୬୭: ଜଣଙ୍କୁ ଓ ଶେଷରେ କୁବଳାୟାଶ୍ୱଙ୍କୁ ଧୁନ୍ଧୁ ବଧ କଲା ଧୁନ୍ଧୁ କୁବଳୟାଶ୍ୱଙ୍କୁ ବଧ କରିଥିଲେହେଁ କୁବଳୟାଶ୍ୱଙ୍କ ନାମ ଧୁନ୍ଧୁମାର ହେଲା ହିନ୍ଦୀ - ଶ]