ଧୁନ୍ଧୁମାର
ଦେଖଣା
ଧୁନ୍ଧୁମାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧୂମ୍=ଧୂଆଁ; ଦ୍ୱିତ୍ୱ+ଋ ଧାତୁ=ଗମନ କିରବା +ଅ; ନିପାତନ)
[ସମ୍ପାଦନା]- ୧. ବୃହଦଶ୍ୱ ମହାରାଜାଙ୍କ ପୁତ୍ର; ରାଜା କୁବଳୟାଶ୍ୱ — ୧. Name of an ancient king; son of Bṛuhadaṡwa.
[ଯଥା—ଧୁନ୍ଧୁ ତଳେ ନୋଟ୍ ଦେଖ]
- ୨. ଇନ୍ଦ୍ର ଗୋପ; ସାଧବଘର ବୋହୂ ପୋକ — ୨. Cocculus (inshct) conchineal.
- ୩. ଧୂମ; ଧୂଆଁ —୩. Smoke.
- ୪. କୋଳାହଳ; ଧୂମ୍ଧାମ୍ —୪. Ado.
- ୫. ଗୋଳମାଳ; ବିଦ୍ରୋହ — ୫. Tumult; rebellion.
- ୬. ରନ୍ଧନ ଗୃହ ଆଦିରେ ଧୂମ ବା ଅଳନ୍ଧୁ; ଝୁଲ — ୬. Soot.
- ୭. (ନାମ) ରାଜା ତ୍ରିଶଙ୍କୁଙ୍କ ପୁତ୍ର (ହିନ୍ଦୀ - ଶ) — ୭. Name of the son of king Triṡaṅku.