Jump to content

ଧୁପାଇବା

ଉଇକିଅଭିଧାନ‌ରୁ

ଧୁପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଧୁପିବାର ଣିଜନ୍ତରୂପ)

[ସମ୍ପାଦନା]

ଧାବମାନ କରାଇବା; ଦଉଡ଼ାଇବା — To cause to run.

ପାଣ୍ଡବ ସିପାଇ ଧୃପାଇ ଥିଲେ ଘୋଡ଼ା ଦେଖି ସେ ଦୁଇ ରଥୀ ଯୁଦ୍ଧଘୋଡ଼ା ଛିଡ଼ା—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ