ଧୁପ୍ଛାୟା
(ଧୁପୁଛାୟା—ଅନ୍ୟରୂପ)
ଏକ ପ୍ରକାର ରଙ୍ଗିନ୍ ଲୁଗା (ଯାହାର ଟାଣୀ ସୁତା ନାଲି ଓ ଭରଣୀ ନେଳି, କଳା ବା ବାଇଗଣୀ) — A cloth with red woof and black violet or blue warp thread.