Jump to content

ଧୁବନ

ଉଇକିଅଭିଧାନ‌ରୁ

ଧୁବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୁ ଧାତୁ=କମ୍ପିବା+ଭାବ. ଅନ)

[ସମ୍ପାଦନା]
୧. କମ୍ପନ — ୧. Trembling; shaking.
୨. ଆକ୍ରମଣାର୍ଥ ଅସ୍ତ୍ରାଦିର ସଞ୍ଚାଳନ — ୨. Brandishing of weapons for attack.
୩. ଅଗ୍ନି —୩. Fire.

ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅନ)

[ସମ୍ପାଦନା]

ପରିଚାଳକ — Moving; brandishing.