Jump to content

ଧୁମ୍ର ଲୋଚନ

ଉଇକିଅଭିଧାନ‌ରୁ

ଧୁମ୍ର ଲୋଚନ

ଉଚ୍ଚାରଣ

[ସମ୍ପାଦନା]
(ଧୁମ୍ରଲୋଚନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରିହୀ; ଧୁମ୍ର+ଲୋଚନ)

[ସମ୍ପାଦନା]

ଯାହାର ଆଖି ଧୁମ୍ର ବର୍ଣ୍ଣବିଶିଷ୍ଟ —Grey-eyed

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାରା —୧. Pegion.
୨. କପୋତ —୨. Dove.
୩. (ନାମ) ଶୁମ୍ଭାସୁରର ସେନାପତି — ୩. Name of a general of Ṡumbha demon.

[ ଦ୍ର—ସେ ଶୁମ୍ଭର ମୃତ୍ୟୁ ପୂର୍ବରୁ ଦୂର୍ଗାଙ୍କଦ୍ୱାରା ନିହତ ହୋଇ — ଥିଲା]