Jump to content

ଧୁର୍ପଙ୍ଗା ଉଡ଼ିଯିବା

ଉଇକିଅଭିଧାନ‌ରୁ

ଧୁର୍ପଙ୍ଗା ଉଡ଼ିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଧୁର୍ପ(ପୁ)ଙ୍ଗା ଉଡ଼ିବା, ଧୁର୍ପ(ପୁ)ଙ୍ଗା ନିକିଲିବା, ଧୁର୍ପ(ପୁ)ଙ୍ଗା ବାହାରି ପଡ଼ିବା, ଧୁର୍ପ(ପୁ)ଙ୍ଗା ବାହାରିଯିବାଅନ୍ୟରୂପ

ଧୁର୍ପ(ପୁ)ଙ୍ଗା ଉଠା (ଠେ)ଇବା, ଧୁର୍ପ(ପୁ)ଙ୍ଗା ନିକାଳିବା, ଧୁର୍ପ(ପୁ)ଙ୍ଗା ବାହାର କରିବାକ୍ରିୟାବାଚକ ରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅତିରିକ୍ତ ପରିଶ୍ରମାଦି ଯୋଗୁଁ ଖରଶ୍ୱାସ ବହିବା ବା ବେଦମ୍ ହୋଇଯିବା —୧. Being out of breath on accont of excessive labour.

(ଯଥା—ମାଡ଼ରେ ତାର ଧୁର୍ପଙ୍ଗା ଉଡ଼ିଗଲାଣି)

୨. ଅତ୍ୟନ୍ତ କ୍ଲାନ୍ତ ହେବା ଅବସ୍ଥା — ୨. The state of being overtired.