Jump to content

ଧୁର୍ଯ୍ୟ

ଉଇକିଅଭିଧାନ‌ରୁ

ଧୁର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଧର୍ଯ୍ୟା—ସ୍ତ୍ରୀ) 

(ଧୂର୍ଯ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ଫୁ (ଧୁର୍+ଯୋଗ୍ୟାର୍ଥରେ ଯ)

[ସମ୍ପାଦନା]
୧. ଭାରବହନ କ୍ଷମ — ୧. Able to bear a burden.
୨. ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିବାକୁ ଉପଯୁକ୍ତ — ୨. Fit to be entrusted with important duties.
୩. ଅଗ୍ରଗାମୀ; ମୁଖିଆ —୩. Chief; foremost.

ବିଶେଷ୍ୟ -

[ସମ୍ପାଦନା]
୧. ଭାରବାହୀ ପଶୁ — ୧. A beast of burden.
୨. ଗାଡ଼ିରେ ଲାଗିଥିବା ବଳଦ ବା ଘୋଡ଼ା — ୨. Bullock or horse yoked to a carriage.
୩. ଦାୟିତ୍ୱବହନକାରୀ ବ୍ୟକ୍ତି — ୩. One Who carries a burden of responsibility.
୪. ନେତା —୪. Leader; head.
୫. ପ୍ରାଧାନ କାର୍ଯ୍ୟଭାର ବହନ କରିଥିବା ମନ୍ତ୍ରୀ — ୫. Minister charged with important duties.
୬. ବିଷ୍ଣୁ —୬. Bishṇu.
୭. ଝୁରାମୁଣ୍ଡୀ —୭. The fore part of the pole or poles of a cart.