Jump to content

ଧୁଲଣ୍ଡୀ

ଉଇକିଅଭିଧାନ‌ରୁ

ଧୁଲଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂଳି; ଲୋକେ ପରସ୍ପର ଧୂଳି ବା ଅବିର ମରାମତି ହେବାରୁ)

[ସମ୍ପାଦନା]

ଦୋଳପୂର୍ଣ୍ଣମୀର ଦ୍ୱିତୀୟ ଦିନ ମାରବାଡ଼ୀ— ମାନଙ୍କ ଅବିର ମରାମତି ହେବା ଉତ୍ସବ — A festival and merrymaking by mutual throwing of Abira amongst the Marwaris.