Jump to content

ଧୁଲେଇ

ଉଇକିଅଭିଧାନ‌ରୁ

ଧୁଲେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବନ)

[ସମ୍ପାଦନା]
୧. ପ୍ରକ୍ଷାଳନକ୍ରିୟା; ଧୋଇବା — ୧. Washing.
୨. ନୂଆ ଲୁଗାକୁ ଧୋଇ କରି ଧୋବି କରିବା ପ୍ରକ୍ରିୟା — ୨. Bleaching of a new cloth.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଧୌତ ହୋଇଥିବା —୧. Washed.
୨. ସଫା ଧୋବା କରାଯାଇଥିବା (ନୂଆ ଲୁଗା) — ୩. Bleached (cloth).