Jump to content

ଧୁଳା ଉଡ଼ିବା

ଉଇକିଅଭିଧାନ‌ରୁ

ଧୁଳା ଉଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧୂଳା ଉଡ଼ିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ ଅତିରିକ୍ତ ମାତ୍ରାରେ ସଫାଦିତ ହେବା — ୧. (anything) Being done in excessive proportion or quantily.

(ଯଥା— ରଜା ଘର ବିଭାଘର ଯୋଗୁଁ ଖିଆ ପିଆରେ ଧୂଳା ଉଡ଼ୁଛି; ସେଠାରେ ମାଡ଼ରେ ଧୁଳା ଉଡ଼ୁଛି)

୨. ବିଧ୍ୱଂସନ; ବିଧ୍ୱସ୍ତ ହେବା ଅବସ୍ଥା — ୨. Devastation.
୩. ଧୁଳିସାତ୍ ହେବା; ଭୂମିସାତ୍ ହେବା — ୩. Being reduced to dust; being razed to the ground.

[ଦ୍ରଷ୍ଟବ୍ୟ —କୌଣସି ବସ୍ତୁକୁ ବିଶେଷ ଭାବେ ଆଘାତ କରି ଗୁଣ୍ଡା କରି ଦେବା କିମ୍ୱା ବହୁ ସଂଖ୍ୟକ ଅଶ୍ୱ ଏକ ସ୍ଥାନରେ ଦଉଡ଼ିବା ଦ୍ୱାରା ଧୂଳି ଉଡ଼ିବା ବା କୌଣସି କାର୍ଯ୍ୟରେ ବହୁ ସଂଖ୍ୟକ ଲୋକ ଲାଗିଲେ ସେମାନଙ୍କ ଇତସ୍ତତଃ ଯିବା ଆସିବା କରିବାରେ ଧୂଳି ଉଡ଼ିବା ଭାବରୁ 'ଧୂଳା ଉଡ଼ିବା' କଥା ଆସିଅଛି)