ଧୁସା
(ଧୁସ୍ସା—ଅନ୍ୟରୂପ)
ପଶମରେ ବୁଣା ମୋଟା ଶୀତବସ୍ତ୍ର; ଲୋହି —A thick and coarse woollen wrapper.
=== ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦୁଃଶାସନ)
ଦୁଃଶାସନର ଡାକନାମ — A name for calling Duḥṡāsana.