Jump to content

ଧୂଅ

ଉଇକିଅଭିଧାନ‌ରୁ

ଧୂଅ

ଉଚ୍ଚାରଣ

[ସମ୍ପାଦନା]

ଧୂଅଧୂଅ, ଧୂଓ, ଧୂଓଧୂଓଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୃକରଣ)

[ସମ୍ପାଦନା]
୧. ଧୋ; ଧୋଧୋ; ମାକଡ, ବଲୁଆ ଓ ପକ୍ଷୀଆଦିଙ୍କୁ ହୁରୁଡାଇବାର ଶବ୍ଦ — ୧. Interjection or halloo u̇ttered while scaring away monkeys, wild beasts and birds from fields etc
୨. କୁକୁରଙ୍କୁ ଶୀକାର ପଛରେ ଲଗାଇବାର ଶବ୍ଦ — ୨. Hallooing to dogs while chasing a game.