Jump to content

ଧୂଆଁ

ଉଇକିଅଭିଧାନ‌ରୁ

ଧୂଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂମ)

[ସମ୍ପାଦନା]
୧. ଧୂମ —୧. Smoke.
୨. ବାଷ୍ପ, ବାମ୍ଫ —୨. Steam; vapour.
୩. ଗୋମୋଷାଦିଙ୍କୁ ଓ ବିନା ମସାରିରେ ଶୋଇ ଥିବା ଲୋକଙ୍କୁ ମଶା ମାଛି ଆଦି ନ କାମୁଡିବା ପାଇଁ ଗୁହାଳରେ ଯେଉଁ କୁହୁଳୁ ଥିବା ନିଆଁ ଗଦା କରାଯାଏ — ୩. Smoking-fire made to scare away mosquitoes from cattle and from a room where people sleep without mosquito curtains.

ପ୍ରାଦେଶିକ - (ଗଞାମ)

[ସମ୍ପାଦନା]
୪. ଧୂଆଁ ପତ୍ର —୪. Tobacco