ଧୂଆଁ ଖାଇବା
ଦେଖଣା
ଧୂଆଁ ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୂଆଁ ଖାଇବା
|
(ଧୂଆଁ ଟାଣିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂ ଧୂମ୍ରପାନ)
[ସମ୍ପାଦନା]ଧୂମ୍ରପାନ କରିବା; ପିକା ଆଦିର ଧୂଆଁ ପାଟିଦ୍ୱାରା ଗର୍ଭକୁ ନେବା — To smoke cigar etc.
[ଦ୍ରଷ୍ଟବ୍ୟ —ଲୋକେ ଗଞ୍ଜାଇ, ଅଫିମ, ଧୂଆଁ ପତ୍ର ଆଦିରେ ନିଆଁ ଲଗାଇ ତାହାର ଧୂଆଁକୁ ପେଟମଧ୍ୟକୁ ଟାଣି ସେବନ କରନ୍ତି]