Jump to content

ଧୂଆଁ ପଚା

ଉଇକିଅଭିଧାନ‌ରୁ

ଧୂଆଁ ପଚା

ଉଚ୍ଚାରଣ

[ସମ୍ପାଦନା]

(ଧୂଆଁ ଫୂଙ୍କା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଳ୍ପ ସମୟ ମଧ୍ୟରେ ପଚାଇବା ପାଇଁ କଞ୍ଚା କଦଳୀକୁ ହାଣ୍ଡିରେ ପୂରାଇ ତହିଁରେ ଧୂଆଁ ଲଗାଇବା ପ୍ରଣାଳୀ —The process of smoking or fumigating plantains to make them ripe soon.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ କଦଳୀକୁ ଧୂଆଁ ପୁଙ୍କି ବା ଧୂଆଁ ଦେଇ ପଚାଇବାକୁ ହୁଏ —(Plantains) Artificially ripened by fumigating smoke through them.