Jump to content

ଧୂଆଁ ପତ୍ର

ଉଇକିଅଭିଧାନ‌ରୁ

ଧୂଆଁ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂମ ଓ ପତ୍ର)

[ସମ୍ପାଦନା]

ତମାଖୁ; ଧୂଆଁ ପତର — Tobacco; Nicotina Tabacum; Nicotina Rustica (Haines).

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଦେଶୀ ଅର୍ଥାତ୍ ଓଡ଼ିଶାରେ ଜାତ, ମୋତିଚୁର୍ (ବିଡ଼ା ବିଡ଼ା ବନ୍ଧା), ମୋତିହିରୀ (ମେଣ୍ଟାସିଆଁ); ବାଲେଶ୍ୱରୀ, ବିଷ୍ଣୁପୁରୀ, ଭଡ଼ ଓ ବାଇଗଣୀ ଏପରି ଭନ୍ନ ଭିନ୍ନ ଜାତୀୟ ଧୂଆଁପତ୍ର ମିଳେ ]