Jump to content

ଧୂକ

ଉଇକିଅଭିଧାନ‌ରୁ

ଧୂକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୂ ଧାତୁ=କମ୍ପିବା+କର୍ତ୍ତୃ. କ)

[ସମ୍ପାଦନା]
୧. ବାୟୁ — ୧. Air.
୨. ସମୟ —୨. Time.
୩. ଠକ —୩. A cheat; a rogue.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଧୂର୍ତ୍ତ —Cunning; artful.