ଧୂଧୂ
ଦେଖଣା
ଧୂଧୂ
ଉଚ୍ଚାରଣ
[ସମ୍ପାଦନା](ଧୁଉ ଧୁଉ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଧୂ ଧାତୁ=କମ୍ପିବା; କିମ୍ୱା ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ହୁହୁ; ଅଗ୍ନିଶିଖା କମ୍ପିତ ହୋଇ ପ୍ରଖରଭାବରେ ଜଳିବା ପ୍ରକାର — ୧. The manner of a fire blazing fiercely.
- ୨. ଉଦୁଉଦିଆ (ଖରା); ଅତି ପ୍ରଚଣ୍ଡ (ଖରା); ଯେଉଁ ଖରାରେ ପୃଥିବୀ ତାତି ଯିବାରୁ ଭୁପୃଷ୍ଠ ବା ବାଲୁକାର ଉପରିସ୍ଥ ବାୟୁ—ସ୍ତର କମ୍ପିତ ହେଲା ପରି ବୋଧହୁଏ — ୨. Blazing (rays of the sun or moon) when the layer of the (air over the ground seems to dance.)
(ଯଥା—ସେ ଧୂଧୂ ଖରାରେ କୋଶେ ବାଟ ଦଉଡ଼ିଲେ)
- ୩. ହୁହୁ ଜଳିବା ନିଆଁର ଶବ୍ଦ — ୩. The sound of blazing fire.
- ୩. ନିଛାଟିଆ ଜନଶୂନ୍ୟ ସ୍ଥାନରେ ଉପସ୍ଥିତ ବ୍ୟକ୍ତିର ମନରେ ଜନ୍ମିବା ଭୟ — ୩. Awe or unnamed fear prodced in the mind in a lonely wilderness.