Jump to content

ଧୂନକ

ଉଇକିଅଭିଧାନ‌ରୁ

ଧୂନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧୂ ଧାତୁ ଣିଚ୍=ଧୂନି ଧାତୁ+କର୍ତ୍ତୃ ଅକ)

[ସମ୍ପାଦନା]

ଯେ ଦୋହଲାଏ —Causing to shake.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଝୂଣା —Resin used as incense.