Jump to content

ଧୂନ୍ୟ

ଉଇକିଅଭିଧାନ‌ରୁ

ଧୂନ୍ୟ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ)ବିଶେଷଣ - (ସଂସ୍କୃତ - ଧ୍ୱ ଧାତୁ=କମ୍ପିବା)

[ସମ୍ପାଦନା]
୧. କ୍ରୁଦ୍ଧ — ୧. Very angry.
୨. କ୍ରୋଧରେ ଥରୁଥିବା — ୨. Shaking with fear.

ବାହାରି ଧୁନ୍ୟ ହୋଇଣ ଋକ୍ଷ ସୈନ୍ୟ ଯାଇ ପୁଣି ଜନପୁର— ଭଞ୍ଜ. ବୈଦେହୀଶବିଳାସ