Jump to content

ଧୂପକ

ଉଇକିଅଭିଧାନ‌ରୁ

ଧୂପକ

ଉଚ୍ଚାରଣ

[ସମ୍ପାଦନା]

(ଧୂପିକ—ଅନ୍ୟରୂପ)

(ଧୂପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସଂସ୍କୃତ - ଧୂପ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ଧୂପଦିଏ — ୧. (a person) Burning incense.
୨. ଯେ ସ୍ୱବାସିତ କରେ — ୨. Perfuming.