Jump to content

ଧୂପଖଣ୍ଡା

ଉଇକିଅଭିଧାନ‌ରୁ

ଧୂପଖଣ୍ଡା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ବକ୍ରଧାରବିଶିଷ୍ଟ ଉତ୍କଷ୍ଟ ତରବାରି — A kind of excellent sword having its edge curved or curled like curling smoke.

ପାଇକେ ଫରିମାନ ଆଣ୍ଠୁରେ କଚାଡିଲେ ସରଳି ଧୂପଖଣ୍ଡାମାନ ଡିଆଇଲେ କୃଷ୍ଣସିଂହ. ମହାଭାରତ ଆଦି