Jump to content

ଧୂପମୁଦ୍ରା

ଉଇକିଅଭିଧାନ‌ରୁ

ଧୂପମୁଦ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୂପ+ମୁଦ୍ରା)

[ସମ୍ପାଦନା]

ଦେବପୂଜା ସମୟରେ (ପୂଜକର) ଦୁଇ ହାତର ଚାରି ହାତକୁ ଛନ୍ଦି କରି ଦେବତାଙ୍କୁ ଦଖାଇବା ମୁଦ୍ରାବିଶେଷ — A peculiar pose of the fingers of the hand during worship.