ଧୂପାୟିତ
ଦେଖଣା
ଧୂପାୟିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଧୂପ+ଯ=ଧୂପାୟ ନାମ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଧୂପର ଦୁମରେ ସୁଗନ୍ଧୀକୃତ; ଧୂପିତ — ୧. Perfumed with incense.
[ ଦ୍ର—ସ୍ତ୍ରୀ ମାନଙ୍କର ଆଲୁଳାୟିତ କେଶକୁ ଓ ଶରୀରକୁ ଧୂପର ଧୂଆଁରେ ସୁଗନ୍ଧିତ କରାଇବାରେ ବର୍ଣ୍ଣନା ପ୍ରାଚୀନ ଗ୍ରନ୍ଥମାନଙ୍କରେ ଦ୍ରଷ୍ଟବ୍ୟ ]
- ୨. ଯହିଁରେ ଧୂପର ଧୂଆଁ ବାଜିଥାଏ — ୨. Fumigated.
- ୩. ତାପିତ —୩. Heated.
- ୪. ପଥଶ୍ରାନ୍ତ —୪. Fatigued on account of a journey.