Jump to content

ଧୂପିତ

ଉଇକିଅଭିଧାନ‌ରୁ

ଧୂପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧୂପ୍ ଧାତୁ+କର୍ମ.ତ)

[ସମ୍ପାଦନା]
୧. ସନ୍ତାପିତ — ୧. Troubled.
୨. ଧୂପର ଧୁମଦ୍ୱାରା ସୁଗ୍ଧୀକୃତ; ଧୂପାୟୀତ — ୨. Perfumed with incense; fumigated.
୩. ପଥଶ୍ରାନ୍ତ —୩. Wearied with travelling.