Jump to content

ଧୂପି ଦେବା

ଉଇକିଅଭିଧାନ‌ରୁ

ଧୂପି ଦେବା

ଉଚ୍ଚାରଣ

[ସମ୍ପାଦନା]

(ଧୂପିବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]

ଧୂପିବା; ବଢ଼ାଇଦେବା — To extend (one's arms).

ଧରମ ବଳୁ କି ମୋର, ଧୂପି ଦେଇ ନିଜ କର କୋଳକୁ ଆଣିଲୁ କଳା ଦ୍ୱିଜରାଜ କବିସୂର୍ଯ୍ୟ. ସଙ୍ଗୀତ