Jump to content

ଧୂପ ଦେବା

ଉଇକିଅଭିଧାନ‌ରୁ

ଧୂପ ଦେବା

ଉଚ୍ଚାରଣ

[ସମ୍ପାଦନା]

(ଧୂପ ଜଳା(ଳେ)ଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଆଁରେ ଧୂପର ସରଞ୍ଜାମ ପକାଇ ତଦୁତ୍ଥିତ ସୁଗନ୍ଧ ଧୂପ ଦେବତାଙ୍କୁ ଅର୍ପଣ କରିବା — ୧. To burn incense before a Diety.
୨. ଝୁଣାଆଦିର ଧୂଆଁଦ୍ୱାରା ଗୃହକୁ ସୁବାସିତ କରିବା — ୨. To fumigate a house with incense.