Jump to content

ଧୂମକେତନ

ଉଇକିଅଭିଧାନ‌ରୁ

ଧୂମକେତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧୂମ+କେତନ)

[ସମ୍ପାଦନା]
୧. ଅଗ୍ନି — ୧. Fire.
୨. ନକ୍ଷତ୍ର ଲଞ୍ଜା; ପୁଚ୍ଛଯୁକ୍ତ ତାରା —୨. Comet.
୩. କେତୁଗ୍ରହ —୩. The desending node.
୪. (ନାମ) କୁଶାଶ୍ୱଙ୍କ ପୁତ୍ର — ୪. The name of the son of Kṛuṡāṡwa.