Jump to content

ଧୂମଦର୍ଶୀ

ଉଇକିଅଭିଧାନ‌ରୁ

ଧୂମଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ଧୂମଦର୍ଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଣ(ଧୂମ+ଦୃଶ୍ ଧାତୁ+ଇନ୍; ୧ମା.୧ବ)

[ସମ୍ପାଦନା]

ଯାହାର ଆଖିକୁ ଝାପ୍ସା ଝାପ୍ସା ଦେଖାଯାଏ — Dim-sighted; (a person) to whom every thing looks as if enveloped in smoke.