ଧୂମପାୟୀ
ଦେଖଣା
ଧୂମପାୟୀ
ଉଚ୍ଚାରଣ
[ସମ୍ପାଦନା](ଧୂମପାୟିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଧୂମ+ପା ଧାତୁ+କର୍ତ୍ତୃ. ଇନ୍; ୧ମା.୧ବ)
[ସମ୍ପାଦନା]- ୧. ଯେ ଧୂମପାନ କରେ; ଯେ ଧୂଆଁ ଖାଏ — ୧. One who smokes.
- ୨. ଯାହାର ଖୁବ୍ ପିକା ଖାଇବାର ଅଭ୍ୟାସ ଅଛି — ୨. Addicted to something.
- ୩. ଯେଉଁ ଋଷି କେବଳ ତପସ୍ୟା ନିମନ୍ତେ ଧୂଆଁ ପିଅନ୍ତି — ୩. (a sage) Who inhales smoke or vapour only for doing penance.