Jump to content

ଧୂମବାନ୍

ଉଇକିଅଭିଧାନ‌ରୁ

ଧୂମବାନ୍

ଉଚ୍ଚାରଣ

[ସମ୍ପାଦନା]
(ଧୂମବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧୂମ+ବତ୍=ଧୂମବତ୍ ଶବ୍ଦ ୧ମା.୧ବ)

[ସମ୍ପାଦନା]
୧. ଧୂଆଁରେ ପୂର୍ଣ୍ଣ —୧. Full of smoke.
୨. ଯହିଁରୁ ଧୂଆଁ ଉଠୁଛି; ଧୂମ ଉଦ୍ଗୀରଣ— କାରୀ —Emiting smoke.
୩. ଯାହା ନ ଜଳି କୁହୁଳୁଅଛି — ୩. Smoking; smouldering.