ଧୂମଳ
ଦେଖଣା
ଧୂମଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧୂମ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଧୂମ୍ରବର୍ଣ୍ଣ, ଧୂଆଁର ରଙ୍ଗ — ୧. Smoky colour.
- ୨. କୃଷ୍ଣଲୋହିତ ବର୍ଣ୍ଣ; ବାଇଗଣିଆଁ ରଙ୍ଗ — ୨. Purple or violet colour.
- ୩. ଶିବ; ମହାଦେବ —୩. Ṡiba; Mahādeba.
(ଧୂମଳା—ସ୍ତ୍ରୀ)
(ଧୂମଳତା—ବି)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଧୂମ୍ରବର୍ଣ୍ଣବିଶିଷ୍ଟ; ଧୂଆଁଟିଆ; ନାସର ବର୍ଣ୍ଣ ବିଶିଷ୍ଟ —୧. Smoke-coloured; snuff coloured.
- ୨. କୃଷ୍ଣଲୋହିତ ବର୍ଣ୍ଣବିଶିଷ୍ଟ — ୨. Purple coloured; violet.