Jump to content

ଧୂମାଙ୍ଗ

ଉଇକିଅଭିଧାନ‌ରୁ

ଧୂମାଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧୂମ+ଅଙ୍ଗ)

[ସମ୍ପାଦନା]

ଶିଶୁ ଗଛ; ଶିଂଶପା ଗଛ — The Ṡiṡu tree; Dalbergia Sissoo.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହାର ଦେହ ଧୂମ ବର୍ଣ୍ଣ — Having a smoky complexion.