ଧୂମାତ୍
ଦେଖଣା
ଧୂମାତ୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧୂମ (ଦେଖ) - ୧. Dhūma (See)
- ୨. ଖିନିଖରାପ ହେବା ଅବସ୍ଥା; ଧୂଳିସାତ୍ ହେବା ଅବସ୍ଥା — ୨. Devastated condition; devastation; being razed to the dust.
- ୩. ଦେଶରେ ପ୍ରଜାମେଳି ହେତୁରୁ ଅରାଜକ ଅବସ୍ଥା — ୩. Anarchical condition of a kingdom due to revolt.
- ୪. ପ୍ରଜାମେଳି —୪. Revolt; rebellion.
ଅନୁବାଦ
[ସମ୍ପାଦନା]ଧୂମାତ୍
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଖିନିଖରାପ ହୋଇଥିବା; ଭାଙ୍ଗି ତୁଟି ଅସ୍ତବ୍ୟସ୍ତ ହୋଇଥିବା (ଦେଶ ବା ବସ୍ତୁ) —୧. Ruined devastated; laid waste.
- ୨. ଅରାଜକ ଅବସ୍ଥା ଘୋଟିଥିବା (ଦେଶ) —୨. (place) Where anarchy is raging.