Jump to content

ଧୂମାନ୍ତ

ଉଇକିଅଭିଧାନ‌ରୁ

ଧୂମାନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିଶେଷଣ - (ସଂସ୍କୃତ - ଧୂମିତ)

[ସମ୍ପାଦନା]
୧. ଧୂମାତ (ଦେଖ) - ୧. Dhūmāt (See)

ଧୂମାନ୍ତ କରି ମୁଲକଯାକ; ଧନ କାଞ୍ଚନ ଲୁଟି ଅନେକ ବ୍ରଜାନାଥ. ସମରତରଙ୍ଗ

୨. ଧୂମମୟ —୨. Smoky; filled with smoke.

ଧୂମ ବର୍ଣ୍ଣ ଦିଶେ ନୋହେ ଧୂମାନ୍ତ ଶରୀର ପ୍ରାଚୀ. ବ୍ରହ୍ମନିରୂପଣ ଗୀତା

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧୂମାତ (ଦେଖ) - —Dhūmāt (See)