Jump to content

ଧୂମାଭ

ଉଇକିଅଭିଧାନ‌ରୁ

ଧୂମାଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହିବ୍ରୀହି; ଧୂମ+ଆଭା)

[ସମ୍ପାଦନା]

ଧୂମ୍ର ବର୍ଣ୍ଣ; ଧୂଆଁ ପରି ବର୍ଣ୍ଣବିଶିଷ୍ଟ — Smoke-coloured.