Jump to content

ଧୂମାୟନ

ଉଇକିଅଭିଧାନ‌ରୁ

ଧୂମାୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୂମ ଶବ୍ଦରୁ ଧୂମାୟ ନାମ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଗରମି; ଉଷ୍ଣତା —୧. Heat (Apte).
୨. ଧୁଆଁ ଦେବା —୨. Smoking (Apte).
୩. ବାମ୍ଫୁ ଆଣି ଦେବା —୩. Steaming (Apte).