ଧୂମାୟମାନ
ଦେଖଣା
ଧୂମାୟମାନ
ଉଚ୍ଚାରଣ
[ସମ୍ପାଦନା](ଧୂମାୟମାନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଧୂମାୟ ନାମ ଧାତୁ+କର୍ତ୍ତୃ. ଆନ)
[ସମ୍ପାଦନା]- ୧. ଯହିଁରୁ ଧୂଆଁ ବାହାରୁ ଅଛି; କୁହୁଳୁ ତିବା —୧. Emitting smoke; smouldering.
- ୨. ଯେ ଧୂଆଁ ଦେଉଅଛି — ୨. Fumigating; smoking.
- ୩. ଯାହା କୌଣସି ସ୍ଥାନ ବା ବସ୍ତୁକୁ ଧୂମଦ୍ୱାରା ବା ବାଷ୍ପଦ୍ୱାରା ଆବୃତ କରୁଅଛି ବା ଧୂମପୂର୍ଣ୍ଣ କରୁଅଛି —୩. Covering or filling up with smoke or vapour.
- ୪. ଅନ୍ଧକାରମୟ କରୁଥିବା — ୪. Darkening; enveloping; with darkness.
- ୫. ଧୂମଦ୍ୱାରା ଆବୃତ — ୫. Hazy; covered over with smoke.