Jump to content

ଧୂମିକା

ଉଇକିଅଭିଧାନ‌ରୁ

ଧୂମିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୂମ+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. କୁଜ୍ଝଟିକା; କୁହୁଡ଼ି — ୧. Fog; mist.
୨. ଧୂଆଁ —୨. Smoke.
୩. ବାଷ୍ପ; ବାମ୍ପ —୩. Vapour; steam.