ଧୂମିତ
ଦେଖଣା
ଧୂମିତ
ଉଚ୍ଚାରଣ
[ସମ୍ପାଦନା](ଧୂମିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଧୂମ+ଯୁକ୍ତାର୍ଥରେ. ଇତ)
[ସମ୍ପାଦନା]- ୧. ଧୂମବିଶିଷ୍ଟ — ୧. Smoking.
- ୨. ଧୂମାବୃତ —୨. Obscured with smoke.
- ୩. ଅନ୍ଧକାରବୃତ —୩. Darkened.
- ୪. କୁହୁଳୁଥିବା —୪. Smouldering; smoking.
- ୫. ଅନ୍ତରରେ କ୍ରୋଧପୂର୍ଣ୍ଣ — ୫. Burning with unexpressed rage.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦୂଷିତ ମନ୍ତ୍ରବିଶେଷ — ୧. A kind of corrupted esoteric formula.
- ୨. ସୂର୍ଯ୍ୟଙ୍କ ଅଗମ୍ୟ ଦିଗ୍ ବିଶେଷ — ୨. A region which the sun's rays do not reach.
- ୩. ଯେଉଁ ଦିଗକୁ ସୂର୍ଯ୍ୟ ପ୍ରଥମେ ଯାଆନ୍ତି — ୩. The quarter towards which the sun turns first.