Jump to content

ଧୂମୋଦ୍ଗାରୀ

ଉଇକିଅଭିଧାନ‌ରୁ

ଧୂମୋଦ୍ଗାରୀ

ଉଚ୍ଚାରଣ

[ସମ୍ପାଦନା]

ଧୂମୋଦ୍ଗରକ, ଧୂମୋଦ୍ଗିରକଅନ୍ୟରୂପ

ଧୂମୋଦ୍ଗୋରିଣୀ, ଧୂମୋଦ୍ଗାରିକା, ଧୂମୋଦ୍ଗିରିକାସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧୂମ+ଉତ୍+ଗୃ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ଯହିଁରେ ମୁହଁରୁ ଧୂଆଁ ବାହାରୁଥାଏ — Emitting or discharging smoke from the mouth.

ଦୂରକୁ ଆଗ୍ନେୟ ପର୍ବତର ଶୃଙ୍ଗ ଧୂମୋଦ୍ଗାରୀ ସୃତିବତ ପ୍ରତୀୟମାନ ହୁଏ ମଧୁସୂଦନ. ପ୍ରବନ୍ଧମାଳା