Jump to content

ଧୂମ୍ରବର୍ଣ୍ଣ

ଉଇକିଅଭିଧାନ‌ରୁ

ଧୂମ୍ରବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧୂମ୍ର+ବର୍ଣ୍ଣ)

[ସମ୍ପାଦନା]
୧. ଧୁଆଁର ବର୍ଣ୍ଣ; କୃଷ୍ଣଲୋହିତ ବର୍ଣ୍ଣ — ୧. Dark-red colour.
୨. ଧୂପ —୨. Incense. (Apte)
(ଧୁମ୍ରବର୍ଣ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ)

[ସମ୍ପାଦନା]

କୃଷ୍ଣ ଲୋହିତ — Dark-red.