Jump to content

ଧୂମ୍ରା

ଉଇକିଅଭିଧାନ‌ରୁ

ଧୂମ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଧୁମ୍ର+ଆ)

[ସମ୍ପାଦନା]

ଧୁମ୍ରର ସ୍ତ୍ରୀଲିଙ୍ଗ — Feminine of Dhūmra.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର କାକୁଡି (ହିନ୍ଦୀ - ଶବ୍ଦସାଗର) — A kind of cucumber.