ଧୂମ୍ରାକ୍ଷ
ଦେଖଣା
ଧୂମ୍ରାକ୍ଷ
ଉଚ୍ଚାରଣ
[ସମ୍ପାଦନା](ଧୂମ୍ରାକ୍ଷୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବହୁବ୍ରିହ; ଧୂମ୍ର+ଅକ୍ଷି)
[ସମ୍ପାଦନା]ଯାହାର ଚକ୍ଷୁ ଧୂମ୍ର— ବର୍ଣ୍ଣ ବିଶିଷ୍ଟ; ଧୂମ୍ରଲୋଚନ —Having eyes of a smoky colour.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାବଣର ଜନୈକ ସେନାପତି — Name of a general of demon Rābaṇa
- ୨. ଭାଗବତୋକ୍ତି ବିନ୍ଦୁ ବଂଶୀୟ ରାଜା ହେମଚନ୍ଦ୍ରଙ୍କ ପୁତ୍ର (ହିନ୍ଦୀ - ଶବ୍ଦସାଗର) —୨. Name of a prince, son of king Hemachandra.