Jump to content

ଧୂମ ପଥ

ଉଇକିଅଭିଧାନ‌ରୁ

ଧୂମ ପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଧୂମ ଉପଲକ୍ଷିତ ପଥ; ମ. ପ. ଲୋ କର୍ମଧାରାୟ) ପିତୃଯାନ; ଯେଉଁ କଳ୍ପିତ ପଥରେ ମୃତ ବ୍ୟକ୍ତିର ଆତ୍ମା ପିତୃଲୋକକୁ ଯାଏ — ୧. The way of the manes to their world.
୨. (୬ଷ୍ଠୀ ତତ୍) ଧୂମନିର୍ଗମନ ପଥ — ୨. A chimney; airhole.
୩. ଯଜ୍ଞ —୩. A sacrifice.