ଧୂମ ପାନ
ଦେଖଣା
ଧୂମ ପାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧୂମ+ପାନ)
[ସମ୍ପାଦନା]- ୧. ତମାଖୁ, ଗଞ୍ଜେଇ, ଅପିମଆଦି ନିଶା ଦ୍ରବ୍ୟରେ ଅଗ୍ନି ସଂଯୋଗ କରି ତଜ୍ଜାତ ଧୂମକୁ ପାଟିବାଟେ ଉଦରକୁ ଟାଣିବା; ଧୁଆଁ ଖାଇବା —୧. Smoking of tobacco, ganja, opium and other drugs.
- ୨. ରୋଗବିଶେଷର ପ୍ରତୀକାରାର୍ଥ ଔଷଧ ଦ୍ରବ୍ୟର ଧୂଆଁ ପିଇବା —୨. Smoking done for driving away certain diseases.