Jump to content

ଧୂର୍ଜ୍ଜୁଟି

ଉଇକିଅଭିଧାନ‌ରୁ

ଧୂର୍ଜ୍ଜୁଟି

ଉଚ୍ଚାରଣ

[ସମ୍ପାଦନା]

ଧୁର୍ଜ୍ଜଟୀ, ଧୁର୍ଜ୍ଜଟି (ଟୀ)ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଧୁର୍= ତ୍ରୈଲୋକ୍ୟରେ ଚିନ୍ତାରୁପ ଭାର ବା ବଡ଼ଜଟାରେ ଭାର+ଜଟ୍ ଧାତୁ=ବହନ କରିବା+କର୍ତ୍ତୃ. ଇ; ବଡ଼ ଜଟା ଥିବା ଯୋଗୁଁ)

[ସମ୍ପାଦନା]

ଶିବ; ମହାଦେବ — Ṡiba