ଧୂର୍ତ୍ତ
ଦେଖଣା
ଧୂର୍ତ୍ତ
ଉଚ୍ଚାରଣ
[ସମ୍ପାଦନା](ଧୂର୍ତ୍ତ—ଅନ୍ୟରୂପ)
(ଧୂର୍ତ୍ତା—ସ୍ତ୍ରୀ)
(ଧୂର୍ତ୍ତତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ(ଧୂର୍ବ ଧାତୁ= ହିଂସା କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଶଠ; ପ୍ରତାରକ; ବଞ୍ଚକ; ଦଗାବାଜ୍ — ୧. Sly; fraudulent; crafty; knavish; deceitful.
- ୨. ଚତୁର —୨. Shrewd; cunning.
- ୩. କପଟଚାରୀ —୩. Hypocritical.
- ୪. (+କର୍ମ. ତ) ଆହାତ; ଆଘାତପ୍ରାପ୍ତ —୪. Hurt; injured.
- ୫. ଅନିଷ୍ଟକାରୀ —୫. Injurious; mischievous.
- ୬. ଲମ୍ପଟ —୬. Licentious; lecherous.
- ୭. ମାୟାବୀ —୭. Illisive.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ୟୁତକର; ଜୁଆରୀ —୧. A gambler.
- ୨. ଶଠ ବ୍ୟକ୍ତି —୨. A cheat; a rogue.
- ୩. ବିଲୁଆ — ୩. Jackal.
ନରାଣାଂ ନାପିତୋଧୁର୍ତ୍ତଃ , ପକ୍ଷିଣାଂ. ଚୈବ ବାୟସଃ; ଦଂଷ୍ଟ୍ରିଣାଂଚ ଶୃଗାଳସ୍ତୁ, ଶ୍ୱେତ ଭିକ୍ଷୁ ସ୍ତପସ୍ୱିନାଂ ଏହି ପରି ଗୋଟିଏ ଶ୍ଲୋକ ଅଛି
- ୪. ଧାତୁରା; ଦୁଦୁରାଗଛ —Thorn apple (plant.)
- ୫. ଲୁହାର କଳଙ୍କି —୫. Rust of iron.
- ୬. ଲୁହାଚୁନା; ଲୁହାଖଣ୍ଡ —୬. Iron filings. (Apte)
- ୭. ବିଟ ଲବଣ —୭. Foetid salt.
- ୮. କଳା ଲୁଣ —୮. Black salt.
- ୯. ପ୍ରେମିକ; ନାଗର — ୯. A lover; a gallant. (Apte)